ମହାରାଷ୍ଟ୍ର ଓ ଝାଡଖଣ୍ଡରେ ପ୍ରଚାର ଶେଷ, ବୁଧବାର ମତଦାନ

ମହାରାଷ୍ଟ୍ର ହେଉ କି ଝାଡ଼ଖଣ୍ଡ । ନିର୍ବାଚନ ତାରିଖ ଘୋଷଣା ପରଠୁ ଜୋର ଧରିଥିଲା ନିର୍ବାଚନୀ ପ୍ରଚାର । ଆରୋପ – ପ୍ରତ୍ୟାରୋପରେ ସରଗରମ ହୋଇଥିଲା କ୍ୟାମ୍ପେନିଂ । ବିଶେଷକରି ମୈଦାନରେ ଷ୍ଟାର କ୍ୟାମ୍ପେନର ଓହ୍ଲାଇବା ପରେ ଆହୁରି ଜୋରଦାର ହୋଇଥିଲା ଫାଇଟ୍‌ । ହାଇଭୋଲଟେଜ ପ୍ରଚାରରେ ଏବେ ଲାଗିଯାଇଛି ବ୍ରେକ୍‌ । ଶେଷ ଦିନରେ ବି ଫୁଲ୍‌ ଦମ୍‌ ଲଗାଇଛନ୍ତି ସବୁ ଦଳର ନେତା ।

Leave a Reply

Your email address will not be published. Required fields are marked *