ଢେଲା ମାଡ଼ରେ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର କାରକେଡର କାଚ ଭାଙ୍ଗିଲା। ମୟୂରଭଞ୍ଜ ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ। ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ ବାଙ୍ଗିରିପୋଷି ଯାଇଥିଲେ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର।
-ବାରିପଦା: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ
-କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ରୋଷ ଝାଡ଼ିଲେ
-ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ ଢ଼େଲା ମାଡ଼ କଲେ
-ଢ଼େଲା ମାଡ଼ରେ କାର୍ କାଚ ଭାଙ୍ଗି ଚୁରମାର, ଲୋକଙ୍କ ହୋହଲ୍ଲା
-ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଲ୍ଙ୍କ ମୁଣ୍ଡ ଫାଟିଲା
-ବାଙ୍ଗିରିପୋଷି ଷ୍ଟେସନ୍ ଛକରେ ଲୋକଙ୍କ ବିରୋଧ ପ୍ରଦର୍ଶନ
-କାଳବୈଶାଖୀ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ୨ ମନ୍ତ୍ରୀ
-ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର ଆକଳନ ପାଇଁ ଯାଇଥିଲେ