ଖରା ବଢୁଥିବା ନେଇ ଦେଖି ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଦିନ ଗୋଟାଏ ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ: ମନ୍ତ୍ରୀ
‘ଶ୍ରମିକମାନେ ଦିନ ଗୋଟାଏ ପରେ କାମ କରିବେ ନାହିଁ’
‘ଠିକାଦାର ଶ୍ରମିକଙ୍କୁ ଖରାରେ କାମ କରାଇବେ ନାହିଁ’
‘ଠିକାଦାର କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ’
ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ:ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ।
