ଫୋକସ ପ୍ଲସ 31/3/23(କଳାହାଣ୍ଡି): କଥା ରେ ଅଛି ଭକ୍ତି ରେ ଭଗବାନ ହଁ ଦର୍ଶକ ବନ୍ଧୁ ଏମିତି ଏକ ଐତିହାସିକ ଦେବି ଙ୍କ ପୂଜାର୍ଚନା ରେ ଆଜି ଭାବ ବିହୋଳ ହେଇଯାଇଛନ୍ତି ସାରା ମରାମପୁର ବାସୀ, ବହୁ ଆବାହମାନ କାଳରୁ ମା ଗଙ୍ଗା ଦେବି ଏହି ଗଛ ତଳେ ପୂଜା ପାଇ ଆସୁଛନ୍ତି ଗ୍ରାମବାସୀ ଙ୍କ ବିଶ୍ୱାସ ଜେ ଏହି ଦେବି ଙ୍କୁ ପୂଜା କରି ଯାହା ମାନସିକ ରଖିଲେ ଏହା ପୁର୍ଣ ହୋଇଥାଏ, ଏବଂ ଗ୍ରାମର ମଙ୍ଗଳ ହୋଇଥାଏ, ଦର୍ଶକ ବନ୍ଧୁ ଏ ଦେବି ହେଉଛନ୍ତି ସାକ୍ଷାତ ଦେବି, ଚୈତ୍ର ମାସରେ ଏହି ଦେବି ଙ୍କୁ ପ୍ରଥମେ ଗ୍ରାମରେ ଚାରି ଆଡେ ରାତିରେ ବୁଲାଯାଏ ଏବଂ ପରିଶେଷରେ ସ୍ଥାନୀୟ ଗଙ୍ଗା ଦେବି ମନ୍ଦିର ରେ ପୂଜାର୍ଚନା କରାଯାଏ, ଦେବି ଯେତେବେଳେ ଆସିଥାନ୍ତି ପାଖରେ ଥିବା କଣ୍ଟା ଦୋଳି ରେ ବସି ଦୋଳି ଖେଳିଥାନ୍ତି, ସ୍ଥାନୀୟ ପୂଜାରୀ ତଥା ରାଜ ପରିବାର ର ବୁଧେନ୍ଦ୍ର ପ୍ରତାପ ସିଂଦେଓ କୁହନ୍ତି ଏ ଦେବି ଙ୍କ ଗୋଟେ ଇତିହାସ ଅଛି ଯାହାକି ଆବାହମାନ କାଳରୁ ଗଙ୍ଗା ଦେବି ନାମରେ ନାମିତ କରାଯାଇଛି ଏବଂ ଏ ଦେବି ଙ୍କୁ ଯାହା ମାନସିକ ରଖିଲେ ତାହା ତୁରନ୍ତ ପୁର୍ଣ ହୋଇଥାଏ
ଭୟଙ୍କର ବେଶରେ ମା ଗଙ୍ଗା ଦେବୀ, ଯାହା ମାନସିକ ରଖିଲେ ପୁର୍ଣ କରନ୍ତି
