ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଲଗାତର ୬ଟି ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ। ରକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ ରେକର୍ଡ କରାଯାଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ନେପାଳ ଭୂମି କମ୍ପରେ ୩୬ ମୃତ
ଆଜି ସକାଳେ ୭.୧ ତୀବ୍ରତାର ହୋଇଥିଲା ଭୂକମ୍ପ
ନେପାଳ ସୀମାରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍କା
ଉତ୍ତର ଭାରତ ସମେତ ବିହାର, ଆସାମରେ ଝଟକା ଅନୁଭୂତ
ନେପାଳର ଜିଆନ ଅଂଚଳ ଭୂକମ୍ପର କେନ୍ଦ୍ରସ୍ଥଳ
ମାଟି ତଳେ ୧୦ କିମି ଗଭୀରତାରୁ କମ୍ପନର ସୃଷ୍ଟି