ଅପରାଧ ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ! Sukanta NayakJuly 25, 2025 ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ
ପଞ୍ଚାୟତର ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଫୋକସ ପ୍ଲସ ୨/୬/୨୨(ସୁନ୍ଦରଗଡ଼):ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ସଫଳ ରୂପାୟନ ହେବା ତ ଦୂରର…
ଲାଞ୍ଚ ନେଇ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ ରାୟଗଡ଼ା : ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ୩ ହଜାର ଟଙ୍କା ଲାଞ୍ଚ…
ପ୍ରତିଶୋଧ ନେବା ପାଇଁ ଗର୍ଭବତୀଙ୍କୁ ଦୁଷ୍କର୍ମ ଫୋକସ ପ୍ଲସ 16/3/23(ବ୍ୟୁରୋ): ସ୍ବାମୀଙ୍କ ଉପରେ ରହିଥିବା ରାଗକୁ କେନ୍ଦ୍ରକରି ଗର୍ଭବତୀ ପତ୍ନୀଙ୍କୁ ଦୁଷ୍କର୍ମ। ଏଭଳି ସ୍ପର୍ଶକାତର ଘଟଣା ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅଞ୍ଚଳରେ ଘଟିଛି।…