। ଭୁବନେଶ୍ବର ଜିଲ୍ଲା ଉପସଭାପତି ନରେନ ସାହୁ ଓ କିଶୋର ମହାନ୍ତି ନିଲମ୍ବିତ । ସଂପାଦକ ଗୁରୁଚରଣ ସାହୁ, ଅର୍ଜୁନ ବେହେରା ଓ କୁନ୍ମୁନି ପାତ୍ର ବିଜେଡିରୁ ନିଲମ୍ବିତ ।
ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ୫ କର୍ମକର୍ତ୍ତା ବିଜେଡିରୁ_ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ
