ଭୁବନେଶ୍ବରରେ ନଭେମ୍ବରରୁ ୧ରୁ ସୁଭଦ୍ରା ଶକ୍ତି ମେଳା

ମିସନ ଶକ୍ତି ବିଭାଗ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ
ଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କତିକ ପରମ୍ପରାକୁ ଗୁରୁତ୍ବ
ନଭେମ୍ବର ୧୨ତାରିଖ ପର୍ଯ୍ୟନ୍ତ ଜାରି ରହିବ ମେଳା
ମହିଳାଙ୍କ ଉଦ୍ୟୋଗକୁ ବଜାର ଯୋଗାଇ ଦିଆଯିବାର ଏହା ଦ୍ଵିତୀୟ ସଂସ୍କରଣ
ମେଳାରେ ରହିବ ୫୦ ଖାଦ୍ୟ ଷ୍ଟଲ ସହିତ ୩୦୦ ଷ୍ଟଲ୍ପା
ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ମହିଳା ହେବେ ସାମିଲ

ଗୋଆ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଆସାମ ସହ ୧୧ ରାଜ୍ୟର ମହିଳା ଉଦ୍ୟୋଗୀ ହେବେ ସାମିଲ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ଉଦ୍‌ଘାଟନ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା

Leave a Reply

Your email address will not be published. Required fields are marked *