Breaking news ଭୁବନେଶ୍ବରରେ କୋରୋନା ଆକ୍ରାନ୍ତ ଚିହ୍ନଟ Sukanta NayakMay 22, 2025May 22, 2025 ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେଏବେ କ୍ବାରେଣ୍ଟିନ୍ରେ ଅଛନ୍ତି କୋରୋନା ଆକ୍ରାନ୍ତବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି କୋରୋନା ଆକ୍ରାନ୍ତପୂର୍ବରୁ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
ଦେଶୀ ମଦ ଜବତ, ୫ ଗିରଫ ଫୋକସ ପ୍ଲସ (ଧାମନଗର)୨୪/୦୬/୨୦୨୨: ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ…
ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ୭୨ ବର୍ଷ ବୟସରେ ଆଜି(ଗୁରୁବାର ) ଦେହାନ୍ତ ହୋଇଛି| ଦିଲ୍ଲୀସ୍ଥିତ ଏମ୍ସରେ ଦେହାନ୍ତ ହୋଇଛି। ସେ…
ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କେନ୍ଦୁଝର: ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ଭୁବନେଶ୍ବର, କେନ୍ଦୁଝର, ଯାଜପୁର ସମେତ ୭ଟି…