ଛାଡିଦେବାକୁ କାନ୍ଦିକାନ୍ଦି ଭିଜିଲାନ୍ସକୁ ହେଲେ ନେହୁରା । ବୌଦ୍ଧରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ୨ ବୟନ ଶିଳ୍ପ ଇନ୍ସପେକ୍ଟର।
ଭିଜିଲାନ୍ସ ଜାଲରେ ବୌଦ୍ଧ ବୟନ ଶିଳ୍ପ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ।
ଦୁଇ କର୍ମଚାରୀ କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ୍ୟ କୁମାର ଦାସ ଭିଜିଲାନ୍ସ ଜାଲରେ।
ଉଭୟେ ବୟନ ଶିଳ୍ପ କାର୍ଯ୍ୟାଳୟରେ ଟେକ୍ସଟାଇଲ ଇନ୍ସିପେକ୍ଟର ଭାବେ କାର୍ଯ୍ୟ କରନ୍ତି..
ଜଣେ ବ୍ୟକ୍ତିଙ୍କଠୁ 5 ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ।