ଭିଜିଲାନ୍ସ ଜାଲରେ ଯଶୀପୁର ତହସିଲ କନିଷ୍ଠ କିରାଣି। 

ଫୋକସ ପ୍ଲସ 2/12/22 (ଠାକୁରମୁଣ୍ଡା): ଭିଜିଲାନ୍ସ ଜାଲରେ ତହସିଲ କିରାଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ଙ୍କୁ ମାଡିବସିଲା ଭିଜିଲାନ୍ସ, ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଠାରୁ ଜମିପଟ୍ଟା କରିଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ,ପୂର୍ବରୁ ମଧ୍ୟ ଭୀଷ୍ମଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା କହିଛନ୍ତି ଭାର୍ଗବ ଟଙ୍କା ଜବତ ପରେ ଭାର୍ଗବ କୁ ଗିରଫ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *