ଅପରାଧ ଭିଜିଲାନ୍ସ ଜାଲରେ ମହିଳା ASI, ନେଉଥିଲେ ଲାଞ୍ଚ! Sukanta NayakJune 4, 2025 ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ASI୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସବ୍ରହ୍ମପୁର ମହିଳା ଥାନାର ASI ବବିତା ସୁନାଭିଜିଲାନ୍ସ ପକ୍ଷରୁ ଥାନାରେ କାଗଜପତ୍ର ଯାଞ୍ଚ
ପାରିବାରିକ କଳହର କରୁଣ ପରିଣତୀ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ଶଶିଭୂଷଣ ମହାନ୍ତ ଙ୍କ ସ୍ତ୍ରୀ ମମିତା ମହାନ୍ତ , ପାରିବାରିକ କଳହ ପାଇଁ ଆତ୍ମହତ୍ୟା କରିଥିବାର…
୩ ଦିନ ପରେ ବୁଦା ମୂଳରୁ ମିଳିଲା ଯୁବକଙ୍କ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅନୁଗୁଳ: ଆଜି ସକାଳେ ଅନୁଗୁଳ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ନିକଟରେ ଥିବା ଏକ ବୁଦା ମୂଳରୁ ଜଣେ ୩୦ ବର୍ଷୀୟ ଯୁବକ ର ମୃତଦେହ ଠାବ…
ନାବାଳକ ସହ ଅନୈତିକ ଦୁଷ୍କର୍ମ, ଥାନାର ଦ୍ୱାରସ୍ଥ ହେଲେ ଜେଜେମା ଫୋକସ ପ୍ଲସ(କେନ୍ଦୁଝର) ୨୮/୦୭/ ୨୦୨୨: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କୋଲ୍ହବରପଦା ଗ୍ରାମରେ ଘଟିଛି ଏକ ଲଜ୍ୟା ଜନକ ଘଟଣା |ଉକ୍ତ ଗ୍ରାମର ଗଣେଶ୍ୱର ମୁଣ୍ଡା…