ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ

୮ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ
ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଧରାପଡ଼ିଲେ
ମନରେଗା ଅର୍ଥ ରିଲିଜ୍‌ ପାଇଁ ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ

ସେହି ଭଳି ଆଉ ଜଣେ ଯନ୍ତ୍ରୀ ସକାଳୁ ଅଫିସରେ ମନରେଗା ବିଲ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ
ମନରେଗା ବିଲ୍‌ କରିବା ପାଇଁ ଭିଜିଲାନ୍ସ ଧରିଥିଲା
ବରଗଡ଼ ଗାଇସିଲେଟ JE ସୁସ୍ମିତା ଓରାମ
ବିଲ୍‌ କରିବାକୁ ପୂର୍ବତନ ସରପଞ୍ଚଙ୍କଠୁ ଲାଞ୍ଚ ନେଉଥିଲେ।

Leave a Reply

Your email address will not be published. Required fields are marked *