ଯାଜପୁର22/11/2023; ସୂଚନା ଅନୁଯାୟୀ ଚଳିତ ମାସ ୯ ତାରିଖ ଦିନ ଗୋଲେଇପୁର ପଞ୍ଚାୟତର GRS ଦିଲୀପ୍ ଦୀକ୍ଷିତ ଦୁଇ ଜଣ ଲୋକଙ୍କର ଆବାସ ଯୋଜନାରେ ଘର କରାଇଦେବେ କହି ୧୧୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ପରବର୍ତ୍ତୀ ସମୟରେ କଟକ ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ଆଜି ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବାର ସୂଚନା ମିଳିଛି।
ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ ଚାକିରିରୁ ବହିଷ୍କୃତ ହେଲେ GRS।
