ଦେଶ ବିଦେଶ ଭାରତ ସହ ବାଣିଜ୍ୟ କଥା ବାର୍ତ୍ତା ସ୍ଥଗିତ କଲେଟ୍ରମ୍ପ Sukanta NayakAugust 8, 2025 ଆଗ ସମାଧାନ ପରେ ଆଲୋଚନା କହିଲେ ଟ୍ରମ୍ପରୁଷିଆ ସହ ତେଲ କିଣା ଚୁକ୍ତି ସମାଧାନ ନହେବା ଯାଏ ସ୍ଥଗିତଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଭାରତ ଉପରେ ୫୦ % ଟାରିଫ ଘୋଷଣା କରିଛନ୍ତି ଟ୍ରମ୍ପ
BCCI ବଢ଼ାଇଲା ସହାୟତା ର ହାତ Bcci କଲା ବଡ ଘୋଷଣା। ଆସନ୍ତା ୨୬ ତାରିଖରୁ ଅଗଷ୍ଟ ୧୧ ଯାଏ ପ୍ରାନ୍ସର ପ୍ୟାରିସ ଠାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକ୍ରୀଡା ମହାକୁମ୍ଭ। ଏହାପୂର୍ବରୁ ଅଲିମ୍ପିକ୍ସରେ…
ଜମିଦେବା ନାମରେ ଠକେଇ ୧ ଗିରଫ ଫୋକସ ପ୍ଲସ 21/5/22 : ବୈଦ୍ୟନାଥପୂର ଥାନା ଅନ୍ତର୍ଗତ ବିମ୍ ନଗର୍ ବାସୀ ଶ୍ରୀ ଅମୂଲ୍ୟ କୁମାର ବିଶୋୟୀ, ପିତା ମୋଚି ରାମ୍ ବିଶୋୟୀ ଙ୍କ ଅଭିଯୋଗ…
ଇଞ୍ଜେକ୍ସନ ପାଇବା ପରେ 6 ବର୍ଷର ବାଳକର ମୃତ୍ୟୁ ଘଟିଛି ଫୋକସ ପ୍ଲସ 8/11/22 (ବ୍ୟୁରୋ):ତାମିଲନାଡୁର ବିରୂଦନଗର ଜିଲ୍ଲାର ଏକ କ୍ଲିନିକରେ ଜ୍ୱର ପାଇଁ ଇଞ୍ଜେକ୍ସନ ଦେବା ପରେ ଜଣେ-ବର୍ଷର ବାଳକର ମୃତ୍ୟୁ ଘଟିଛି। ଏହି ଘଟଣାରେ ଏକ…