ଫୋକସ ପ୍ଲସ(ବ୍ୟୁରୋ)୨୦/୦୮/୨୦୨୨: ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଅଛି କି? କେଉଁଠାରେ ପଢିଲେ ଭଲ ହେବ ଭାବି ଦ୍ବନ୍ଦରେ ପଡିଯାଇଛନ୍ତି କି? ତେବେ ଭାରତର ସବୁଠାରୁ ଉର୍ଣ୍ଣତ୍ତ ବିଶ୍ୱବିଦ୍ୟାଳୟକୁ ନିଶ୍ଚୟ ବାଛନ୍ତୁ | ବର୍ତ୍ତମାନ ଭାରତରେ ଶିକ୍ଷା ବ୍ୟବସ୍ଥାରେ ସବୁଠାରୁ ଆଗରେ ରହିଆସିଛି ନୋଇଡ଼ା ର Amity University |
NEP 2020 ର କାର୍ଯ୍ୟାନ୍ୱୟନ ହେଉ କିମ୍ବା ନୂତନ ପାଠ୍ୟକ୍ରମ ପ୍ରଦାନ କରିବାକୁ ରାଜ୍ୟ ବିଭାଗ ସହିତ ମିଳିତ ଭାବରେ ଏହା ଜଡିତ ରହିଛି | ତେବେ ଆଶ୍ଚର୍ଯ୍ୟର କଥା ଯେ ସେମାନେ ସାଧାରଣ ବର୍ଗରେ ବେଷ୍ଟ ପ୍ରାଇଭେଟ ୟୁନିଭରସିଟିର ଚାର୍ଟ ଟପ୍ |
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |