ରାଜ୍ୟ ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା Sukanta NayakDecember 29, 2024 ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମୀକ୍ଷା କଲେଧାମନଗର ବ୍ଲକର ଭଗବାନପୁର ପରିଦର୍ଶନ କଲେଅନହରପୁର, ପଳିକିରି, ଜୟକୃଷ୍ଣପୁର ବୁଲି ଦେଖିଲେକ୍ଷେତ୍ରୀୟ ପରିଦର୍ଶନ ପରେ ଚାଷୀଙ୍କ ସହ ଆଲୋଚନା କଲେ
ଜରାଜୀର୍ଣ୍ଣ ଅବସ୍ଥାରେ ଥୁଆମୂଳ ରାମପୁର ଶୀତଳ ଭଣ୍ଡାର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ? ଥୁଆମୂଳ ରାମପୁର ୧୦/୩ ( ବିରବଜଙ୍ଗ ଚାରୁ ମଜୁମଦାର ନାଏକ ) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଦୁର୍ଗମ ପଛୁଆ ଥୁଆମୂଳରାମପୁର…
ଦୋଳ ମେଳଣରେ ଅଘଟଣ, ହାତରେ ଫୁଟିଗଲା ବାଣ ବାଣ ଫୁଟି ବଡ଼ ଅଘଟଣ । ହାତରେ ବାଣ ଫୁଟିବା ଫଳରେ ଛିଣ୍ଡି ଗଲା ହାତ । ଘଟଣା ଘଟିଛି ଟାଙ୍ଗୀ ଥାନା ଭୁଷଣ୍ଡପୁରରେ । ଦୋଳ…
କମିବାରେ ଲାଗିଛି ପ୍ରଦୀପଙ୍କ ପତିଆରା ଫୋକସ ପ୍ଲସ (ନବରଙ୍ଗପୁର) ୦୭/୦୭/୨୦୨୨: ନବରଙ୍ଗପୁର ରାଜନୀତିରେ ଏବେ ପ୍ରଦୀପଙ୍କ ପତିଆରାକୁ ନେଇ ଚର୍ଚା ଜୋର ଧରିଛି । ଯେଉଁ ଆଶା ନେଇ ପ୍ରଦୀପ କଂଗ୍ରେସ ଛାଡିଥିଲେ…