ଫୋକସ ପ୍ଲସ(ପୁରୀ)୧୫/୦୯/୨୦୨୨: ବେଳାଭୂମି ପାଶ୍ୱର୍ରେ ଥିବା ବାଲିବନ୍ତ ଓ ଝାଉଁ ଗଛ, ଜିବଜନ୍ତୁ ଙ୍କ ସୁରକ୍ଷା ପାଇଁ ସଚେତନତା ସିବିର।ହାତରେ କିଛି ଲେଖା, ମୁହଁରେ କିଛି କଥା,ସମୂଦ୍ର କୂଳର ବାଲିବନ୍ତ ବଞ୍ଚାଅ,ଅଭୟାରଣ୍ୟ ବଞ୍ଚାଅ, ଜିବଜନ୍ତୁ ମାନଙ୍କୁ ସୁରକ୍ଷା ଦିଅ ଉପକୂଳ ରେ ବସବାସ କରୁଥିବା ଗାଁ ମାନଙ୍କୁ ସୁରକ୍ଷା ଦିଅ ଏପରି କିଛି ବାର୍ତ୍ତା ନେଇ କିଛି ଯୁବ ସମାଜସେବୀ, ପ୍ରକୃତି ବନ୍ଧୁ ଏକର୍ତ୍ତ ହୋଇ କରୁଛନ୍ତି ସଚେତନତା।କୋଣାର୍କ ପୁରୀ ବେଳାଭୂମିରେ ମେରାଡ୍ରାଇଫି ଖାଉଥିବା ସ୍ଥାନରେ କରୁଛନ୍ତି ସଚେତନତା। ଏପରି ଆଜି ନୁହେଁ ଗତ ୨୦୨୧ ମସିହା ଠାରୁ ଆରମ୍ଭ କରି ଥିବା ବେଳେ ଜିଲ୍ଲା ପ୍ରଶାସନ ର ନିଦ୍ରା ଭାଗୁ ନାହିଁ ।ଯାହା ଫଳରେ ଖାଇବାକୁ ଲାଗିଲାଣି ସମୂଦ୍ର, କେବେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବା ସହ କେବେ ବେଳାମାର୍ଗ ସୁରକ୍ଷା କରିବେ ବୋଲି କୁହନ୍ତି ପ୍ରକୃତି ପ୍ରେମୀ ଓ ଯୁବ ସମାଜସେବୀ ।
ବେଳାଭୂମି ଜିବଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା ସିବିର
