ବିଶ୍ୱ ବ୍ୟାପି ଚର୍ଚ୍ଚା କିଟ କେଳେଙ୍କାରୀ କାହଁକି ଚୁପ କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟ?

ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡୁଛି ସାରାଦେଶ। ଓଡ଼ିଶାର ଏକ ଶିକ୍ଷାନୁଷ୍ଠାନର କଳା କାରନାମାକୁ ନେଇ ଆମ ଦେଶ ଭାରତ ଓ ଆମ ରାଜ୍ୟ ଓଡ଼ିଶାର ଭାବମୂର୍ତ୍ତି ବିଦେଶରେ ବଦନାମ ହେବାରେ ଲାଗିଛି। ଅନ୍ୟଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶାର ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଏ ପ୍ରସଙ୍ଗରେ ଦେଶର ଶିକ୍ଷା ମନ୍ତ୍ରଣାଳୟ ଚୁପ୍‌ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୁପ

Leave a Reply

Your email address will not be published. Required fields are marked *