Breaking news ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି Sukanta NayakJanuary 26, 2025 ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରୁ ଚୋରିନିରଞ୍ଜନଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ୍ଲୁଟ୍ ପରେ ଝରକା ତାଡ଼ି ଖସିଗଲେ ଲୁଟେରା
ରାଜ୍ୟ ସରକାରଙ୍କର ବଡ଼ ଘୋଷଣା।ଏବେ ଉପଖଣ୍ଡ ଡାକ୍ତରଖାନାରେ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର । ଏଣିକି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆଉ ଆସିବାକୁ ପଡ଼ିବନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏବେ ଉପଖଣ୍ଡ ଡାକ୍ତରଖାନାରେ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର । ରାଜ୍ୟର ୩୩ଟି…
ଆଜି ଭୋଟ ଗଣତି ଆରମ୍ଭ,ବିଜେଡି ସପକ୍ଷରେ ଯାଇପାରେ ଜନମତ:୨୬ ଆସନ ସହ ଅନୁଗୁଳ ଜିଲ୍ଲାପରିଷଦ ଗଠନ କରିପାରେ ବିଜେଡି ଅନୁଗୁଳ :ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଫଳାଫଳ ଘୋଷଣା ନ ହେବା ପୂର୍ବରୁ ଚା ଖଟିଠାରୁ ଆରମ୍ଭ କରି ଗାଁ କ୍ଲବ ଘର ପର୍ଯ୍ୟନ୍ତ…
ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଆହ୍ଲାବାଦ ହାଇକୋର୍ଟର ବଡ ଆଦେଶ, ଶାହି ଏଡ଼ଗଃ କମ୍ପ୍ଲେକ୍ସର ସର୍ଭେ କରାଯିବ | ପ୍ରୟାଜରାଜ 14/12(ଫୋକସ ପ୍ଲସ); ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଏଡ଼ଗଃ ମାମଲାରେ ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ଦଳର ଆବେଦନକୁ ଗ୍ରହଣ କରିଛନ୍ତି। ଶାହି ଏଡ଼ଗଃ କମ୍ପ୍ଲେକ୍ସର…