ଓଡ଼ିଶା ରାଜସ୍ବ ଅମଲା ସଂଘକୁ ଆନ୍ଦୋଳନରୁ ଓହରିବାକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ୍
-ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ କହିଲେ
-ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ
-କ୍ୟାଡର ପୁନର୍ଗଠନ ରାଜସ୍ବ ବିଭାଗ ଅଧୀନ ନୁହେଁ, GA ବିଭାଗକୁ ଯାଇଛି
-ଅପେକ୍ଷା ନ କରି ଛୁଟିରେ ରହିଲେ ଗ୍ରହଣୀୟ ନୁହେଁ- ସୁରେଶ ପୂଜାରୀ
-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଯାଇଛି ଛୁଟି ବାତିଲ ହେବ, ମଞ୍ଜୁର ହେବ ନାହିଁ
ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ:ମନ୍ତ୍ରୀ
