ବିଦ୍ୟାଳୟରେ ଚାଲିଛି ପୋଷାକ ବଣ୍ଟନ

ଫୋକସ ପ୍ଲସ(ରାଇରଙ୍ଗପୁର)୧୩/୦୮/୨୦୨୨: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରବେଡା ରେ ଆଜି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନକୁ ସ୍କୁଲ ଡ୍ରେସ ବଣ୍ଟନ କରାଯାଇଛି।  ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ସୋରୋକରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଆଜି ଛାତ୍ର ଛାତ୍ରୀ ମାନକୁ ଡ୍ରେସ,ଜୁତା ଓ ମାଉଜା ବଣ୍ଟନ କରାଯାଇଛି। ଆଉ ଗୋଟିଏ ଦିନ ପରେ ଦେଶରେ 76ତମ ଆଜାଦିକା ଅମୃତ ମହ ଉତ୍ସବ ପାଳନ କରିବ। ସେଥିପାଇଁ ଏହି ସୋରୋକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରବେଡା ରେ ଆଜି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଦୁଇ ଶହ ଉଣେଇଶ ଛାତ୍ର ଛାତ୍ରୀ ମାନକୁ ଡ୍ରେସ, ଜୁତା ଓ ମଉଜା ଆଦି ବିଦ୍ୟାଳୟ ର CMC କମିଟିର ସଭାପତି ଖେଲାରାମ ହାଁସଦା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋନରଞ୍ଜନ ମୁର୍ମୁ ଏବଂ ବିଦ୍ୟାଳୟ ର CMC କମିଟିର ମେମ୍ବର ମାନକ ଦୁଆର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନକୁ ସ୍କୁଲ ଡ୍ରେସ, ଜୁତା ଓ ମଉଜା ବଣ୍ଟନ କରାଯାଇଥିଲା। ଏହି ବର୍ଷ ଶୋରୋକରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପରବେଡା ରେ ଏକ ନିଆରା ଢଙ୍ଗରେ 76ତମ ଆଜାଦିକା ଅମୃତ ମହ ଉତ୍ସବ ପାଳନ କରାଯିବ ବୋଲି ବିଦ୍ୟାଳୟ ର ସଭାପତି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। କାରଣ ଏହି ବିଦ୍ୟାଳୟ ରେ ଏ ବେର ମହାମହିମ ରାଷ୍ଟ୍ରପତି ଶ୍ରୀ ମତି ଦ୍ରୌପଦି ମୁର୍ମୁ ଏହି ବିଦ୍ୟାଳୟ ରେ ପାଠ ପଢ଼ି ଥିଲେ। ସେଥିପାଇଁ ଏ ବର୍ଷ ନିଆରା ଢଙ୍ଗରେ 76ତମ ଆଜାଦିକା ଅମୃତ ମହ ଉତ୍ସବ ପାଳନ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଦୀର୍ଘ ବର୍ଷ ହେବ ଏହି ବିଦ୍ୟାଳୟ ରେସ୍କୁଲ ଡ୍ରେସ ହାଟବାଦଡା ର ରାଜା ସପ୍ ଠାରୁ କପୋଡା କିଣି ସୁପର ଇଷ୍ଟାଇଲ ଦୁକାନରେ ସିଲେଇ କରି ପ୍ରତେକ୍ ବର୍ଷ ପରି ଏ ବର୍ଷ ମଧ୍ୟ ଛାତ୍ର ଛାତ୍ରୀ ମାନକୁ ଡ୍ରେସ, ଜୁତା ଓ ମାଉଜା ବଣ୍ଟନ କରାଯାଇଛି। ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନରଂଜନ ମୁର୍ମୁ କର କହିବା କଥା ଯେ ରାଜା ସପ ର କପଡା ଅତି ଉନ୍ନତ ମାନର ତଥା ସୁପର ଇଷ୍ଟାଇଲ ଟେଲର ର ସିଲେଇ ଏତେ ମୋଜବୁତ୍ ହୋଇଥାଏ । ସେଥିପାଇଁ ପ୍ରାୟ ବାମନଘଟିର ସାତ ଟି ଯାକ ବ୍ଲକ୍ ର ସ୍କୁଲ ଗୁଡିକରେ ରାଜା ସୋପ ପଖୋରୁ କପଡା କିଣି ସୁପର ଇଷ୍ଟାଇଲ ଦୁକାନରେ ସିଲେଇ କରି ନିଜେ ରାଜା ସପ ତଥା ସୁପର ଇଷ୍ଟାଇଲ ର ମାଲିକ ହୀରା ନିଜେ ବିଦ୍ୟାଳୟ ଗୁଡିକରେ ଡ୍ରେସ ଦିଅନ୍ତି। ଆଜି ଏହି ବିଦ୍ୟାଳୟ ରେ ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର CMC କମିଟିର ସଭାପତି ଏବଂ ସୋମୋସ୍ତ ମେମ୍ବର, ବିଦ୍ୟାଳୟ ର ସୋମସ୍ତ ଶିକ୍ଷକ, ଶିକ୍ଷୟତିରି ଏବଂ ନିଜେ ରାଜା ସପ ର ମାଲିକ ହୀରା ଭାଇ ନିଜେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନକୁ ଡ୍ରେସ, ଜୁତା ମଉଜା ବଣ୍ଟନ କାର୍ଯ୍ୟକ୍ରମ ରେ ସହଜଗ କରିଥିବା ର ଦେଖିବାକୁ ମିଳିଥିଲା।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *