ରାଜ୍ୟ ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜିଛି ଅସନ୍ତୋଷ Sukanta NayakMarch 3, 2025 ଜଂଘରେମହାପ୍ରଭୁଙ୍କୁଟାଟୁ ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଲାଗିଛି ଶକ୍ତ ଆଘାତ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜିଛି ଅସନ୍ତୋଷ। ଏନେଇ ସହିଦ୍ ନଗର ଥାନାରେ ଲିଖିତ ଅଭିଯୋଗ କରିଛି ହିନ୍ଦୁ ସେନା।
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ଦୁଇଛାତ୍ରୀ ଫୋକସ ପ୍ଲସ(ଜଳେଶ୍ୱର)୦୯/୦୯/୨୦୨୨: ସ୍କୁଲ ରେ ପାଠ ପଢ଼ୁଥିବା ସମୟରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ 2 ଛାତ୍ରୀ, ଏଭଳି ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର…
5Tରେ ରୂପାନ୍ତରିତ ହେଲା ବାଳିକା ଉଚ୍ଚ ବିଦ୍ୟାଳୟ ଫୋକସ ପ୍ଲସ(କେନ୍ଦ୍ରାପଡ଼ା): ସରକାର ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲ ଗୁଡିକୁ ରାଜ୍ୟ ସରକାର 5Tରେ ସାମିଲୀକରି ରୂପାନ୍ତିକରଣ କରିବା ସହିତ ଶିକ୍ଷା ବ୍ୟବସ୍ତାକୁ…
ଲବଣ ସତ୍ୟାଗ୍ରହ ପୀଠରେ ତିରଙ୍ଗା ପଦ ଯାତ୍ରା ଫୋକସ ପ୍ଲସ(ଅସ୍ତରଂଗ)୧୨/୦୮/୨୦୨୨: ସ୍ବାଧିନତାର ୭୫ ବର୍ଷ ଅବସରରେ ଦେଶ ଆଜାଦ୍ କି ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ବିଜେପି ପକ୍ଷରୁ ନେଇ 65 କିଲୋମିଟର ପଦଯାତ୍ରା…