ଟାଉନ ଥାନା ରାଣୀ ବଗିଚା ବିଜୁ ପଟ୍ଟନାୟକ ଛକର ଘଟଣା
ମୃତ ଯୁବକ ସୁନ୍ଦରଗଡ଼ ଗାନ୍ଧୀପଡ଼ାର ବାବୁଲି କାକ
ଗୋଷ୍ଠୀ ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ, ଉତ୍ତେଜନା
୩ଟି ବାଇକ୍ରେ ଆସି ୬ ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା
୩ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା
ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା
