ଯାଜପୁର, ଟମକା ବନାଞ୍ଚଳ ଅଧିନ ଆମ୍ବଡାହି ନିକଟରୁ ବନବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ଜବତ। ଜଣେ ଅଭିଯୁକ୍ତ ଗିରଫ। ବାହାର ରାଜ୍ୟକୁ ବାଘଛାଲ ଚାଲାଣ ପାଇଁ ମୁଲଚାଲ ହେଉଥିବା ସମୟରେ ଚଢ଼ାଉ କରିଥିଲା ବନବିଭାଗ ଟିମ୍।

ଯାଜପୁର ଜିଲ୍ଲା ପ୍ରତିନିଧି ପଦ୍ମନାଭ ପହି ଙ୍କ ରିପୋର୍ଟ
Breaking And Latest News Of Odisha