ଫୋକସ ପ୍ଲସ(ବ୍ୟୁରୋ): ଅଳ୍ପକେ ବର୍ତ୍ତିଛନ୍ତି ଗଭୀର ସମୁଦ୍ରରୁ ୨୦ ମତ୍ସ୍ୟଜୀବୀ । ବର୍ତ୍ତମାନ ର ବାତ୍ୟା ସିତ୍ରାଙ୍ଗ ବୋଟ୍ ଭାଙ୍ଗିଯିବାରୁ ଫଶିଥିଲେ ମତ୍ସ୍ୟଜୀବୀ I ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ସଲଗ୍ନ ଅଞ୍ଚଳରୁ ସାଗର ଦ୍ୱୀପପୁଞ୍ଜ ଠାରୁ ୯୦ ନଟିମାଇଲ ଦୂରରେ ବୋଟ ଠାବ ହୋଇଥଲା । ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ଼, ମାଲେସିଆରୁ କୋଲକତା ଯାଉଥିବା ଜାହାଜକୁ ଡ଼ାଇଭର୍ଟ କରି ମତ୍ସ୍ୟଜୀବୀଙ୍କୁ I
