ବାଂଲାଦେଶକୁ ୫ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ(ଚାମ୍ପିୟନ୍ସ ଟ୍ରଫି )

ରାଓ୍ବଲପିଣ୍ଡିଠାରେ ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ୬ଷ୍ଠ ମ୍ୟାଚରେ ବାଂଲାଦେଶକୁ ୫ୱିକେଟରେ ପରାସ୍ତ କରିଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୩୭ ରନର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ବକେଟ ହରାଇ ୨୪୦ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ୧୧୨ ରନ ଓ ଟମ ଲଥାମ ୫୫ ରନ ଓ ଡେଭନ କନଓ୍ବେ ୩୦ ରନ କରିଥିଲେ ।

Leave a Reply

Your email address will not be published. Required fields are marked *