ଢେଙ୍କାନାଳ ଆକ୍ସିଡେଣ୍ଟ04/01/2024; ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଭେଯିଆ ଛକ ନିକଟରେ ଟୁରିଷ୍ଟ ବସ ସହ ଟ୍ରକ ଓ ହାଇଓ୍ବା ଧକା , ହାଇଓ୍ବା ଡାଇଭର ସମେତ ୫ ଆହାତ। ବସରେ ୪୦ରୁ ଉର୍ଧ ଯାତ୍ରୀ ସମ୍ବଲପୁରରୁ ପିକନିକ ସାରି ଚଣ୍ଡିଖୋଲ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। NH 149 ଭେଜିଆ ଛକ ନିକଟରେ ବସ ଓଭରଟେକ୍ କରୁଥିବାବେଳେ ଦୁର୍ଘଟଣା ହୋଇଛି । ସମସ୍ତ ଆହାତ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତି କରିଥିବା ପ୍ରାଥମିକତାରୁ ସୂଚନା ରହିଛି। ଘଟଣା ସ୍ଥଳରେ ମହାବିରୋଡ ପୋଲିସ ପହଂଚି ଅଧିକ ତଦନ୍ତ ଚଳାଇଛି।
ବସ ଏବଂ ଟ୍ରକ ମୁହ୍ନା ମୁହିଁ ଧକା ୫ ଗୁରୁତର।
