ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ପ୍ରେସମିଟ୍‌…. କହିଲେ

ପୀଡ଼ିତା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର, ଭୁବନେଶ୍ବର ଏମ୍ସ ଗଲେନି’
‘ପୀଡ଼ିତାଙ୍କ ଚିକିତ୍ସା ନେଇ ମେଡିକାଲ୍‌ ବୁଲେଟିନ୍‌ ଜାରି ହେଲାନି’
‘ଏଯାବତ ପୋଲିସ ହାତ ଖାଲି ରହିଛି, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’
ପୀଡ଼ିତା ପରିବାରକୁ ସରକାର ୨ କୋଟି କ୍ଷତିପୂରଣ ଦିଅନ୍ତୁ’
‘ଯେଉଁମାନେ ସମ୍ପୃକ୍ତ ୭ ଦିନ ଭିତରେ ସେମାନଙ୍କୁ ଧରନ୍ତୁ’

Leave a Reply

Your email address will not be published. Required fields are marked *