ରାଜ୍ୟ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଜମିକୁ ଯିବେ ସରକାର Sukanta NayakDecember 29, 2024 ଚାଷ ଜମି ବୁଲିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀବର୍ଷା ପ୍ରଭାବିତ ୧୦ ଜିଲ୍ଲାକୁ ପରିଦର୍ଶନ କରିବେନୟାଗଡ଼ର ରଣପୁର, ଗଜପତିର ଗୋସାଣୀ ଯିବେ CMDCM କେ.ଭି. ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଯିବେ
ଦାୟିତ୍ବ ନେଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର,କହିଲେ ବରଗଡ଼ ଘଟଣା ଦୁର୍ଭାଗ୍ୟଜନକ। ଶିଶୁମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି କହିଲେ-ବିଗତ କେସ୍ଗୁଡ଼ିକୁ ଅନୁଧ୍ୟାନ କରିବି, ରୋଡ୍ମ୍ୟାପ ପ୍ରସ୍ତୁତ କରିବି-ଶିଶୁ ଦେଶର ଭବିଷ୍ୟତ, ସେମାନଙ୍କର ସୁରକ୍ଷା ଜରୁରୀ-ବିଭାଗୀୟ ମନ୍ତ୍ରୀଙ୍କ ସହ…
ଅନାଥ ହେଲେ ୬ ଭାଇଭାଉଣୀ ଫୋକସ ପ୍ଲସ (ଲମତାପୁଟ) ୨୧/୦୬/୨୦୨୨ : ମାର ଦୁଃଖ ଚାଲିଯିବାର ଦୁଃଖ ଯାଇନାହିଁ, ଆଖିରୁ ଲୁହ ଶୁଖିନାହିଁ , ପୁଣିଥରେ ମାଡ଼ିଆସିଲା ଦୁଃଖର ପାହାଡ଼ ।…
୨୪ପ୍ୟାକେଟ ଚାଉଳ ରାତି ଅଧରେ ଚୋରା ଚାଲାଣ ଫୋକସ ପ୍ଲସ(ଲାଞ୍ଜିଗଡ଼)୨୧/୦୮/୨୦୨୨: ଲାଞ୍ଜିଗଡ ବ୍ଳକ ଅଞ୍ଚଳରେ ପିଡ଼ିଏସ ଚାଉଳ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅନେକ ସମୟରେ ଚର୍ଚ୍ଚାର ପରିଧି ଭିତରେ ରହୁଥିବା ବେଳେ ବେନଗାଁ ପଞ୍ଚାୟତ…