ରାଜ୍ୟ ବଦଳିଲେ ଭଦ୍ରକ ଏସପି। Sukanta NayakJune 6, 2025 ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିନବରଙ୍ଗପୁର ଏସ୍ପି ଭାବେ ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିଭଦ୍ରକ ନୂଆ ଏସ୍ପି ହେଲେ ମନୋଜ କୁମାର ରାଉତକେନ୍ଦୁଝର ଅତିରିକ୍ତ ଏସ୍ପି ଦାୟିତ୍ବରେ ଥିଲେ ମନୋଜ କୁମାର
କଂଗ୍ରେସ କମିଟି ପକ୍ଷରୁ ଧାରଣା ଫୋକସ ପ୍ଲସ ୧୭/୦୬/୨୨(ବୌଦ୍ଧ): କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୋଲିସ କରିଥିବା ଦମନଲୀଳା ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗାନ୍ଧୀ ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ…
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ୧୦ଟଙ୍କିଆ କାହାଣୀ ଫୋକସ ପ୍ଲସ (ଭୁବନେଶ୍ୱର)୨୨/୦୬/୨୦୨୨: ପ୍ରଥମେ ଶିକ୍ଷୟିତ୍ରୀରୁ ରାଜନୀତି । ବିଧାୟିକାରୁ ମନ୍ତ୍ରୀ । ମନ୍ତ୍ରୀରୁ ରାଜ୍ୟପାଳ । ଆଉ ଏବେ ରାଜ୍ୟପାଳରୁ ରାଷ୍ଟ୍ରପତି ପ୍ରାର୍ଥୀ। ଓଡିଶାର ଜଣେ…
କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ ମାଲକାନଗିରି: କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବCRPF କୋବ୍ରା ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବଆଖି ପରୀକ୍ଷା ମେସିନ, ହଟ ୱାଟର ବ୍ୟାଗ୍…