ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଚୋର -ପୋଲିସ ଗୁଳିବିନିମୟ

ଭୁବନେଶ୍ୱର: ରାତି ଅଧରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର
-ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଲୁଟେରା-ପୋଲିସ ଗୁଳିବିନିମୟ
-ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର
-ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଭର୍ତ୍ତି ହେଲା ଗୁରୁତର ଦୀପକ
-ବିଭିନ୍ନ ଥାନାରେ ଦୀପକ କୁମାର ନାମରେ ରହିଛି ଅନେକ ମାମଲା

Leave a Reply

Your email address will not be published. Required fields are marked *