ବଜ୍ରାଘାତରେ ୪୦ ଛେଳି ମୃତ
ଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଖଇରଝୋଳା ଗାଁରେ ବଜ୍ରାଘାତ
ବଜ୍ରାଘାତରେ ୪୦ ଛେଳି ମୃତ
ମୃତ ଛେଳି ବଇଁଶୀ ଗୌଡ଼ଙ୍କର
ସନ୍ଧ୍ୟାରେ ଫେରୁଥିବା ବେଳେ ବଜ୍ରାଘାତରେ ଛେଳି ମୃତ
ବଜ୍ରାଘାତରେ ୪୦ ଛେଳି ମୃତ, ମୁଣ୍ଡରେ ହାତଦେଇ ବସିଛି ଛେଳି ଚାଷୀ।

Breaking And Latest News Of Odisha