accidentBreaking news ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର Sukanta NayakAugust 10, 2024August 10, 2024 -ସୋର: ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର-ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତ-ବିଲରେ କାମ କରୁଥିବା ବେଳେ ଅଘଟଣ, ଗୁରୁତର ହସ୍ପିଟାଲରେ ଭର୍ତ୍ତି
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର…
ଦୁର୍ଘଟଣା ରେ ଟ୍ରକ ଚାଳକ ମୃତ!! ବାଲେଶ୍ଵର: ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର। ସୂଚନା ରୁ ପ୍ରକାଶ ସକାଳ…
ଦୁଖଃଦ ଖବର!ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସି ବୁଡିଗଲେ ୨ ଛାତ୍ରଛାତ୍ରୀ। ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ବୁର୍ଲାସ୍ଥିତ ଭୀମସାରର ୬ ଜଣ ଛାତ୍ରଛାତ୍ରୀ ଯୁଯୁମୁରା ଥାନା ଅଧୀନ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ କୁଳୁକୁଳୁ…