accident ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତ Sukanta NayakMarch 22, 2025 ଗଞ୍ଜାମ: ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତମୃତକ ହେଲେ ନାରାୟଣପୁରର ରାଜେଶ କୁମାର ଗୌଡ଼ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବଜ୍ରପାତଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ରାଜେଶ..ଏ ଘଟଣାଟି ଘଟିବା ପରେ ଅଞ୍ଚଳରେ ସକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଜୈନ୍ୟକ ବ୍ୟକ୍ତିଙ୍କ ଝୁଲନ୍ତା ମୃତ୍ୟ ଦେହ ଉଦ୍ଧାର ଫୋକସ ପ୍ଲସ 22/6/23(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡମବେଡା ପଞ୍ଚାୟତର କାଦପାଣି ଛକ ନିକଟରେ ଏକ ଗଛରୁ ଜୈନ୍ୟକ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଆଜି ଗୁରୁବାର…
ଘାଟି ତଳକୁ ଖସିଲା CRPF ଯବାନ ଗାଡ଼ି ଜମ୍ମୁ କାଶ୍ମୀରର: ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି । କଣ୍ଡୱା ଅଞ୍ଚଳ ବସନ୍ତଗଡ଼ଠାରେ CRPF ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ…
ଏମତି ବି ଆସେ ମୃତ୍ୟୁ; ମୁଢ଼ି ବିକୁ ବିକୁ ଟଳି ପଡିଲେ ବ୍ୟବସାୟୀ ! କଥାରେ ଅଛି ମଣିଷ ହେଉ ବା ପଶୁ ସେମାନଙ୍କର ମୃତ୍ୟୁ କେବେ ଏବଂ କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଏକ ଜ୍ଵଳନ୍ତ ଉଦାହରଣ…