ଫୋକସ ପ୍ଲସର ମହା ପ୍ରଭାବ…. ବନ୍ଧା ହେଲେ ଗୋଲାମୁଣ୍ଡା ବିଡ଼ିଓ…

ଫୋକସ ପ୍ଲସର ମହା ପ୍ରଭାବ…. ବନ୍ଧା ହେଲେ ଗୋଲାମୁଣ୍ଡା ବିଡ଼ିଓ….ଜୁନାଗଡ଼ରେ ଆଉ ଥରେ ପଶିଲା ଭିଜିଲାନ୍ସ…. ଦିବ୍ୟଶଙ୍କର ମିଶ୍ରଙ୍କ ଇଙ୍ଗିତରେ ଲୁଟ କରୁଥିବା ବିଡ଼ିଓ ଅକ୍ଷୟ ମିତା କାର୍ତ୍ତିକ କୁ ଗିରଫ କରିଲା ଭିଜିଲାନ୍ସ…ଗୋଲାମୁଣ୍ଡା BDO ତଥା ବିଜୁ ଜନତା ଦଳର ଜଣେ ଏଜେଣ୍ଟ ଭାବରେ କାମ କରି ଆସୁଥିବା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ଅତି ଖାସ ଲୋକ ଅକ୍ଷୟ ମିତା କାର୍ତିକ ଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ,

ବିଡ଼ିଓ ମହାଶୟା କୋଷଗୁମୁଡା ବ୍ଲକରେ କୋଭିଡ ଟଙ୍କା ଆତ୍ମ ସାତ କରି ନିଲମ୍ବନ ହୋଇ କୋରାପୁଟ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ କାମ କରୁଥିଲେ, ଜୁନାଗଡ଼ ବିଧାୟକ କୋରାପୁଟ ଜିଲ୍ଲା ର ପର୍ଯ୍ୟବେକ୍ଷକ ଥିବା ବେଳେ ଏହି ଲାଞ୍ଚୁଆ ବିଡ଼ିଓ ଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ର ଗୋଲାମୁଣ୍ଡା ବ୍ଲକ କୁ ବିଡ଼ିଓ କରି ଆଣିଥିଲେ…. ମାଡାମ ସହ ବହୁତ ଭିତିରିଆ ସମ୍ପର୍କ ଅଛି ମୁଚୁ ବାବୁଙ୍କର… ଆଜି ମାଡାମ ଙ୍କୁ ବାନ୍ଧିଲା ଭିଜିଲାନ୍ସ… ବର୍ତମାନର ବଡ଼ ଖବର

ଫୋକସ ପ୍ଲସରେ ବାରମ୍ବାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଓ ଗୋଲାମୁଣ୍ଡା ବ୍ଲକ ଦୁର୍ନୀତି ଖବର ପ୍ରସାରଣ ପରେ ଭିଜିଲାନ୍ସ ବିଭାଗ ପୁରା ସଜାଗ ହୋଇ ଉଠି ଦୁର୍ନୀତି ଗସ୍ତ ମାନଙ୍କୁ ବାନ୍ଧିବାରେ ଲାଗିଛି… କିଛି ଡଦିନ ପୂର୍ବରୁ ବୃନ୍ଦା ବାହାଲ ସରପଞ୍ଚ ଦିନେଶ ରାଉତ କୁ ବାନ୍ଧି ଜେଲରେ ରଖିଛି ଭିଜିଲାନ୍ସ l ଆଗକୁ ଛତୁଆ ମାଫିଆ ବିଜୟ ପାଢ଼ୀ ଓ ତାଙ୍କ ମହିଳା ଗ୍ରୁପ ଉପରେ ଭିଜିଲାନ୍ସ ବିଭାଗର ନଜର ଥିବା ସୂଚନା ମିଳୁଛି l ଛତୁଆ ମାଫିଆ ବିଜୟ ପାଢ଼ୀ କୁ ଦିବ୍ୟସାଙ୍କର ମିଶ୍ର, ଜୁନାଗଡ଼ ସିଡିପିଓ ଓ ବିଡ଼ିଓ ସାଥ ଦେଇ ବିଷାକ୍ତ ଛତୁଆ ନିରୀହ ପିଲା ମାନଙ୍କୁ ଖାଇ ବକୁ ଦେଉଛନ୍ତି

Leave a Reply

Your email address will not be published. Required fields are marked *