ଫୁଣି ଝଲକ ଦେଖାଇଲେ ରାନୀ ପିୟଦର୍ଶନୀ ସାହୁ

ଫୋକସ ପ୍ଲସ 1/11/22( ବଣାଇ ): ଫୁଣି ଝଲକ ଦେଖାଇଲେ ରାନୀ, ବଣାଇ ର ଲହୁଣୀ ପଡା ଥାନା ର ରଜାମୁଣ୍ଡା ରେ କାଳୀ ପୁଜା କମିଟି ପକ୍ଷରୁ ଏକ ଛୋଟ ଅପେରା ଆଣିଥିଲେ, ସେଲିଙ୍ଗ ନଥିବା ରୁ ଚହଳ ପକାଇଥିବା ସେଇ ରାନୀ ସାହୁ କୁ ଆଣିଥିଲେ ଆଉ ରାନୀ ଫୁଣି ଦେଖାଇ ଥିଲେ ତାଙ୍କର ଜଲୁଆ, ଯାହା ଦେଖିବାକୁ ମିଳିଥିଲା, ତାଙ୍କର ଅଙ୍ଗ ନାଚାଇବା ଦର୍ଶକ ଙ୍କ ପାଖକୁ ଯାଇ ଟଙ୍କା ନେବା ଓ ଫ୍ଲାଇଁ କିସ ଦେବା ଏବେ ଫୁଣି ଚର୍ଚ୍ଚାରେ I

Leave a Reply

Your email address will not be published. Required fields are marked *