ଅପରାଧ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Sukanta NayakSeptember 21, 2024 ସାଲେପୁର ନାଳିଆମୁଁହ ଚାଖୁଣ୍ଡା ଜଙ୍ଗଲରୁ ଉଦ୍ଧାରମୃତକ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲମୃତ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଅଛିହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଛି ସାଲେପୁର ପୋଲିସ
ଇଟା ଭାଟି ମାଲିକ ଙ୍କୁ ବିଭତ୍ସ ହତ୍ୟା। ଫୋକସ ପ୍ଲସ 28/11/22 ( ମହାକାଳପଡା): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗ୍ରାମ ରେ ବିଭତ୍ସ ହତ୍ୟାକାଣ୍ଡ । ହତ୍ୟା କାଣ୍ଡ…
ମନ୍ଦିରକୁ ବି ଛାଡିଲେନି ଲୁଟେରା ଉଦଳା: ଉଦଳା ଥାନା ୦୧ ନମ୍ବର ଓ୍ବାର୍ଡ ବନ୍ଦସାହି ସପ୍ନେଶ୍ବର ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଲୁଟ । ବିଳମ୍ବିତ ରାତିରେ ମନ୍ଦିରରେ ଚୋର ପଶି…
ପରକିୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ! ବାରିପଦା ୧୫।୦୩ : ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ ବିବାଦରୁ ଗଡ଼ିଲା ସ୍ତ୍ରୀର ମୁଣ୍ଡ । ସ୍ତ୍ରୀକୁ ମାରି…