ଫୋକସ ପ୍ଲସ(ଚୌଦ୍ୱାର)୦୯/୦୯/୨୦୨୨: ଦୁଇବର୍ଷ ହେବ କରୋନା କଟକଣା ପାଇଁ ଯାନୀ ଯାତ୍ରା ବନ୍ଦ ପଡିଥିଲାବେଳେ ଆଜି କରୋନା କଟକଣା ନିୟମ ବାଦପଡିବାରୁ ଚଳିତ ବର୍ଷ କଟକ ଜିଲ୍ଲା ଚୌଦ୍ୱାର ରୂପଯାତ୍ରା କିଭଳି ସୁରୁଖୁରୁରେ ପାଳନ କରାଯିବ ଏନେଇ ଚୌଦ୍ୱାର ପୌରା଼ପାଳିକା ସଭାଗୃହରେ ଚୌଦ୍ୱାର କଟକ ବିଧାୟକ ସୌଭିକି ବିଶ୍ୱାଳଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ପୌରଅଧ୍ୟକ୍ଷା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ସମେତ ପ୍ରତେକ ବିଭାଗର ଅଧିକାରୀ ଏବଂ କାଉଁନସିଲର ଉପସ୍ଥିତ ଥିଲେ | ରୂପଯାତ୍ରା ପୂର୍ବରୁ ସମସ୍ତ ୱାର୍ଡର ଗଳି କନ୍ଦି ଓ ନୂଆ ପୁରୁଣା ଯାତ୍ରା ପଡିଆରେ ରହିଥିବା ସମସ୍ୟା ରାସ୍ତା ମରାମତି, ଆଲୋକିକରଣ ବ୍ୟବସ୍ଥା,ପାଣି ଓ ପରିମଳ ବ୍ୟବସ୍ଥାକୁ ସମ୍ପାଦନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଏ ବର୍ଷ ରୁପାଯାତ୍ର ପାଳନ ପାଇଁ ନିୟମ ପ୍ରସ୍ତୃତ କରାଯାଇଥିଲା |
ପ୍ରସ୍ତୁତି ବୈଠକ
