ଫୋକସ ପ୍ଲସ(ତାଳଚେର)୧୭/୦୮/୨୦୨୨: ଆଜି,76, ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି. ଯାହାଙ୍କ ଉଦେଶ୍ୟରେ ପାଳନ କରାଯାଉଛି |ସେମାନେ ଆଜି ଅବହେଳିତ|ଯେଉଁଠାରେ ସହିଦ ଯବାନ ମାନେ ଅବହେଳିତ ହୋଇ ପଡିଛନ୍ତି |ଆଜି ଏକ ଜ୍ଵଳନ୍ତ ଉଧାରଣ ଦେଖିବାକୁ ମିଳିଛି |ତାଳଚେର ର ଗର୍ବ ଗୌରବ ସହିଦ ରଞ୍ଜନ ମହାନ୍ତି |ତାଙ୍କୁ ଆଜି ନିର୍ଜନ ଜଙ୍ଗଲରେ ଅସନ୍ନ ମାନ କରାଯାଇଅଛି |ଡେରା ଏବଂ ହାଣ୍ଡିଧୁଆଁ ମଝିରେ ଥିବା ପେଟ୍ରୋଲ ପମ୍ପ ପାଖରେ , ଗର୍ବ ଗୌରବ ସହିଦ ରଞ୍ଜନ ମହାନ୍ତି ଙ୍କ ପ୍ରତି ମୂର୍ତ୍ତି, ଜରାଜୀନ୍ନ ଅବସ୍ଥାରେ ପଡିରହିଅଛି |ଏହି କଥା କହିଛନ୍ତି ଜଣେ ଯବାନ ସେ କହିଛନ୍ତିଯେ ମୁଁ ଜଣେ ଯବାନ ହିସାବରେ ମୋତେ ଅନେକ କଷ୍ଟ ଲାଗୁଛି ଏହି ଦୃଶ୍ୟ ଦେଖି |ଯେଉଁ ସହିଦ ଯବାନ ମାନେ ଦେଶ ପାଁଇ ବଳିଦାନ ଦେଇ ସହିଦ ହୋଇ ଛନ୍ତି | ସେମାନଙ୍କ ପ୍ରତିମୂର୍ତ୍ତି କୁ ଉପଖଣ୍ଡ ପ୍ରଶାସନ ହେଉ କିମ୍ଵା ଜିଲ୍ଲା ପ୍ରଶାସନ ଟିକେ ସନ୍ନମାନ ଦିଅନ୍ତୁ ବୋଲି କହିଛନ୍ତି |
ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ |