ରାଜନୀତିରାଜ୍ୟ ପ୍ରତାପଙ୍କ ନାଁରେ ମାନହାନି ଅଭିଯୋଗ Sukanta NayakDecember 22, 2024 ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ମାନହାନି ଅଭିଯୋଗକ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସକଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ମିଛ ମାମଲା ଅଭିଯୋଗଲୋକସଭାରେ ଠେଲାପେଲାରେ ପଡ଼ି ଆହତ ହୋଇଥିଲେ ପ୍ରତାପରାହୁଲ ଗାନ୍ଧି ତାଙ୍କୁ ଠେଲିଥିବା ନେଇ ଥିଲା ଅଭିଯୋଗ
ପିପିଲି NACର ୫୦ ବର୍ଷ ପୂର୍ତ୍ତି, ସୁବର୍ଣ୍ଣ ଜୟନ୍ତୀ ସମାରୋହ ଫୋକସ ପ୍ଲସ(ପିପିଲି)୩୧/୦୮/୨୦୨୨: ସାରା ରାଜ୍ୟରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ହେଉଥିବା ବେଳେ ଆଜି ପିପିଲି NAC 1972 ମସିହାରେ ଗଠିତ ହୋଇଥିଲା ସେଥିପାଇଁ ଆଜି…
ଉତ୍କଳ ଯାଦବ ମହାସଭା ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ରେମୁଣା: ଗୋଲେଇ ସ୍ଥିତ ଯାଦବ ଭବନ ଠାରେ ଉତ୍କଳ ଯାଦବ ମହାସଭା ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଜିଲ୍ଲା ର…
ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକାର୍ପଣ ଉତ୍ସବ। ଫୋକସ ପ୍ଲସ ୪/୬/୨୨(ବାଲେଶ୍ଵର):ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ତରଫରୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ରିପୋର୍ଟ କାର୍ଡର…