ଫୋକସ ପ୍ଲସ(ଯାଜପୁର) ୧୩/୦୯/୨୦୨୨: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ କୁ ବଡ ସଫଳତା। ୯ଜଣ ଟ୍ରକ ଲୁଟେରା ଙ୍କୁ ଗିରଫ କରିବ ସହ ନଗଦ ଦୁଇ ଲକ୍ଷ୍ୟ ପଇଁ ଚାଳିଶି ହଜାର, ଚାରିଟି ମୋବାଇଲ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଟ୍ରକ ଲୁଟେରା ଗ୍ୟାଙ୍ଗ ରେ ସୁଙ୍ଗୁଡ଼ା, ବାଲିଚନ୍ଦ୍ରପୁର, ଖୋଷlଲିପୂର୍, ଭଡଙ୍ଗ ଅଚଳ ର ବୋଲି ଜଣା ପଡ଼ିଛି। ଏମାନେ ହେଲେ, ମଣ୍ଟୁ (40), ଘର ସୂଂଗୁଡା, କାଳିଆ (36)ଘର ଭଡ଼ଙ୍ଗା, ଜୁମା (29)ଘର ସୂଂଗୁଡା, ସୋନୁ (26)ଘର ଖୋସାଲପୁର, ରମେଶପରିଡା (38)ଘର ନେଉଳ ପୁର, ଟିଂକୁ (31)ଘର ମହୀପୁର, ଏମାନଙ୍କର ଜିଲ୍ଲା ଯାଜପୁର, ଓ ଗୁଡ଼ୁ ଠାକୁର (40)ଜିଲ୍ଲା ପାଟଣା, ବିହାର, ଅଜୟ ସାହା (36)ଘର କୋଲକତା ଓ ରାଜା (36)କୋଲକତା | ଏହି ଗ୍ୟାଙ୍ଗ ର ଚେlର ବିହାର ର ରାଞ୍ଚି, ପଶ୍ଚିମ ବଙ୍ଗ ର କଲିକତା ଯାଏଁ ଲମ୍ବିଛି ବୋଲି ଯାଜପୁର DSP ପ୍ରମୋଦ ମଲ୍ଲିକ ପ୍ରେସ ମିଟ ରେ ସୁଚନା ଦେଇଛନ୍ତି।ଧର୍ମଶାଳା ରୁ ପ୍ରମୋଦ ରାଉତ ସହ ଦିବାକର ଲେଙ୍କା ରିପୋର୍ଟ ଫୋକସ ପ୍ଲସ |
ପୋଲିସ କୁ ବଡ଼ ସଫଳତା
