ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ
-ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଗୁଳି ବିନିମୟ
-ପୋଲିସ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ
-ଜଣେ DRG ଯବାନ ସହିଦ ନେଇ ବିଜାପୁର SPଙ୍କ ସୂଚନା
ପୋଲିସ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ, ଜଣେ ଯବାନ ସହିଦ ସୂଚନା।

Breaking And Latest News Of Odisha