ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ । ହୁ ହୁ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ । କ୍ୟାନସର ବିକି ପାଇଛନ୍ତି ହଜାର ହଜାର କୋଟି ଟଙ୍କା ! ଏପଟେ ଗୁଟଖା ବି ବ୍ୟାନ୍ ସତ୍ତ୍ବେ ବଜାରରେ ହାଉଜାଉ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ତମାଖୁ ଓ ପାନମସଲାରୁ ୨୦୧୪-୧୫ରେ ଯେଉଁଠି ୧୭୪ କୋଟି ୭୧ ଲକ୍ଷ ଟଙ୍କା ଟିକସ ମିଳିଥିଲା, ୨୦୨୩-୨୪ରେ ତାହା ୧ ହଜାର ୧୨ କୋଟି ୫୬ ଲକ୍ଷକୁ ବଢ଼ିଥିଲା। ଆଉ ୨୦୨୪-୨୫ରେ ଗତ ଫେବୃଆରୀ ସୁଦ୍ଧା ଆଦାୟ ହୋଇଛି ୧ ହଜାର ୪୭ କୋଟି ୮୨ ଲକ୍ଷ ଟଙ୍କା ଟିକସ। ଅର୍ଥାତ୍ ୧୦ ବର୍ଷ ଭିତରେ ପ୍ରାୟ ୬ ଗୁଣ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ। କେବଳ ଏତିକି ନୁହେଁ, କର୍କଟ ସୃଷ୍ଟିକାରୀ ଏହି ତମାଖୁ ଦ୍ରବ୍ୟରୁ ଗତ ୧୧ ବର୍ଷରେ ଯେତିକି ଟିକସ ଆଦାୟ ହୋଇଛି, ଶୁଣିଲେ ହୁଏତ ଆପଣଙ୍କ ହୋସ୍ ଉଡ଼ିଯିବ। ୬ ହଜାର ୫୯୫
ପୂର୍ବ ସରକାର ରେ ବ୍ୟାନ ଥିଲା ଗୁଟଖା,ତମାଖୁ ଦ୍ରବ୍ୟରୁ ଗତ ୧୧ ବର୍ଷରେ ଯେତିକି ଟିକସ ଆଦାୟ ହୋଇଛି, ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।
