ଆରଏନ୍ଟି ଶତବାର୍ଷିକୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
-‘ପୂର୍ବ ସରକାରଙ୍କ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇ ପଡ଼ିଥିଲା’
-‘ବିଏଡ୍ କଲେଜ୍ ଅଭାବ ଥିବାରୁ ରାଜ୍ୟ ବାହାରେ ପିଲା ପଢ଼ୁଛନ୍ତି’
-‘ମଣିଷ ତିଆରି କାରଖାନା ବନ୍ଦ ପାଇଁ ପୂର୍ବ ସରକାର ଯୋଜନା କରିଥିଲେ’
-‘ରାଜ୍ୟରେ ଆହୁରି ବିଏଡ୍ କଲେଜ୍ ଖୋଲିବାକୁ ଆଲୋଚନା କରୁଛୁ’
ପୂର୍ବ ସରକାରରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ… ଅପାଠୁଆ ପୂର୍ବ ସରକାର
