ଅନୁଗୁଳ ସହର ରେ ପୁଣି ଗୋଟେ ଏନକାଉଟର ଅନୁଗୁଳ ଟାଉନ ଥାନା ଅଧିନସ୍ତ ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ସ୍ପେସିଆଲସ୍କ୍ୱାଡ଼ଏବଂ ଟାଉନ ଥାନା ସହଯୋଗ ରେ ପୁଣି ଗର୍ଜିଲା ସ୍ପେସିଆଲସ୍କ୍ୱାଡ଼ବନ୍ଧୁକ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ତାର ଘର ଛେଣ୍ଡିପଦା ଗୋଡ଼ରେ ଗୁଳିବାଜିଛି ଉଭୟ ତାର ଡାହାଣ ପାଖ ଗୋଡ଼ରେ ବାଜିଛି ଯାହା ଜଣା ପଡୁଛି ଉଭୟ ଭିତରେ ଗୁଳି ଚାଳନା ହୋଇଥିଲା
ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର । ଡାହାଣ ଗୋଡ଼ରେ ବାଜିଛି ଗୁଳି ।
