ପୁରୀରେ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ
ବିମାନ ବନ୍ଦରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଅନୁମୋଦନ
ବିମାନ ବନ୍ଦର ଯୋଗୁଁ ଧାର୍ମିକ, ପର୍ଯ୍ୟଟନ ଓ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ ମିଳିବ
ପୁରୀ ଓ ଦେଶର ଅନ୍ୟ ମହାନଗର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ହେବ
ସେହିପରି ରାଜସ୍ଥାନର କୋଟାରେ ମଧ୍ୟ ବିମାନ ବନ୍ଦର ନିର୍ମାଣକୁ ମିଳିଛି ମଞ୍ଜୁରୀ
ପୁରୀରେ ହେବ ବିମାନ ବନ୍ଦର
