ପୁଣି ମହଙ୍ଗା ମାଡ଼,ନୂଆ ଦାମ୍ ବୃଦ୍ଧି ନେଇ ଓମ୍‌ଫେଡ୍ ପକ୍ଷରୁ ସୂଚନା

ପୁଣି ମହଙ୍ଗା ମାଡ । ବଢିଲା ଓମଫେଡ୍‌ କ୍ଷୀର ଦାମ୍‌ । ଶନିବାର ଓମଫେଡ୍‌ କ୍ଷୀର ଲିଟର ପ୍ରତି ଦାମ୍‌ ବୃଦ୍ଧି ପାଇଛି । ବଜାରକୁ ଆସିଲା ଓମଫେଡ୍‌ର ନୂଆ ଦର । ପ୍ରିମିୟମ୍‌ ଓ ଟୋନଡ୍‌ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ହୋଇଛି । ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି ।ଏନେଇ ଓମଫେଡ୍‌ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *