ଅପରାଧ ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ Sukanta NayakJanuary 11, 2025 ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା ପ୍ରାଣେଶ୍ବର ମଲ୍ଲିକର ବାଲିଗୁଡ଼ା ଥାନାରେ ଆତ୍ମସମର୍ପଣ
୩ ଦିନ ପରେ ବୁଦା ମୂଳରୁ ମିଳିଲା ଯୁବକଙ୍କ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅନୁଗୁଳ: ଆଜି ସକାଳେ ଅନୁଗୁଳ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ନିକଟରେ ଥିବା ଏକ ବୁଦା ମୂଳରୁ ଜଣେ ୩୦ ବର୍ଷୀୟ ଯୁବକ ର ମୃତଦେହ ଠାବ…
ଭାଇର ସାର୍ଟିଫିକେଟରେ ଆର୍ମି ଚାକିରୀ ଫୋକସ ପ୍ଲସ(ଜଗତସିଂହପୁର)୧୦/୦୮/୨୦୨୨: ବଡ଼ ଭାଇର ସାର୍ଟିଫିକେଟ ଦେଇ ଆର୍ମି ରେ ଚାକିରୀ କରି ଅବସର ନେବା ପରେ ଧରା ପଡିଲେ ଠକ । ଏପରି ଘଟଣା ଦେଖିବାକୁ…
ସାହାସିକତା ଦେଖାଇଲେ ମହିଳା ଫୋକସ ପ୍ଲସ(ଜଳେଶ୍ୱର)04/08/2022: ନାରୀ ଅବଳା ନୁହେଁ, ନାରୀ ଦୁର୍ବଳ ନୁହେଁ | ନିଜ ସୁରକ୍ଷା କରିବା ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ତାକୁ ବେଶ ଭଲ ଭାବେ…