accident ପିକ୍ଅପ୍ ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ Sukanta NayakNovember 20, 2025 ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର ଫେରାର, ଗ୍ରାମାଞ୍ଚଳ ପୋଲିସର ତଦନ୍ତ
ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟଣା ରେ ବେଙ୍ଗାଲୁରୁ ପୋଲିସ ଆକ୍ସନ। ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟଣାRCB ମାର୍କେଟିଂ ହେଡ୍ ନିଖିଲ ସୋସଲେ ଗିରଫଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫଅନ୍ୟ…
ସଂସଦ ଭବନ ଭିତରେ ପ୍ରତାପ ଷଡ଼ଙ୍ଗୀ ଆହତ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତସଂସଦ ଭବନ ଭିତରେ ପ୍ରତାପ ଷଡ଼ଙ୍ଗୀ ଆହତସଂସଦ ସିଢି଼ରୁ ତଳେ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀରାହୁଲ ଗାନ୍ଧି ଜଣେ ସାଂସଦଙ୍କୁ ଧକ୍କା ଦେଲେ:…
ଦେଖନ୍ତୁ ଆତ୍ମହତ୍ୟାର ଚଳନ୍ତ ଦୃଶ୍ୟ; ଅଟଳ ସେତୁରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ମୁମ୍ବାଇ, ୨୫ /୦୭: ଦେଖନ୍ତୁ ଆତ୍ମହତ୍ୟାର ଚଳନ୍ତ ଦୃଶ୍ୟ | ମୁମ୍ବଇରେ ଅଟଳ ସେତୁରୁ ଡେଇଁ ଜଣେ ଯୁବ ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ଯାହାର ଭିଡିଓ ସିସିଟିଭି…